ଋଷ ଉପରେ ଲାଗିଥିବା ପ୍ରତିବନ୍ଧକରୁ ଲାଭ ଉଠାଇବ ଭାରତ : ଶସ୍ତାରେ କିଣିବ ତେଲ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକା ଋଷ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏଭଳି ପରିସ୍ଥିତିରେ ଋଷ ନିଜର ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରୟ କରିବାକୁ ସଂଘର୍ଷ କରୁଛି। ଏପରି ପରିସ୍ଥିତିରେ ଋଷ ନିଜର ମିତ୍ର ଦେଶ ଭାରତ ସହ ସମ୍ପର୍କ କରିଛି। ଏ ବାବଦରେ ଭାରତୀୟ ଅଧିକାରୀ … Continue reading ଋଷ ଉପରେ ଲାଗିଥିବା ପ୍ରତିବନ୍ଧକରୁ ଲାଭ ଉଠାଇବ ଭାରତ : ଶସ୍ତାରେ କିଣିବ ତେଲ